Sun Zara Sun Zara Odia Lyrics - Humane Sagar & Ananya Sritam Nanda Lyrics
Singer | Humane Sagar & Ananya Sritam Nanda |
Music | Prem Anand |
Song Writer | Basantraj Samal |
ମୋ ଭିତରେ ମୁଁ ନାହିଁ
ମୋ ଦେହରେ ତୋ ଛାଇ
ମୋ ଭିତରେ ମୁଁ ନାହିଁ
ମୋ ଦେହରେ ତୋ ଛାଇ
ମୋ ବାଟରେ ତୋ ଚେହେରା
सुन ज़रा, सुन ज़रा
सुन ज़रा, सुन ज़रा
ଦୁରେ ଥିଲେ ଦେଲେ ଧରା
ଡ଼ାକି ନେଲା ତୋ ଚେହେରା
ଦୁରେ ଥିଲେ ଦେଲେ ଧରା
ଡ଼ାକି ନେଲା ତୋ ଚେହେରା
ଜାଣିଲି ତୋ ପ୍ରେମ ନିଆରା
सुन ज़रा, सुन ज़रा
सुन ज़रा, सुन ज़रा
ପାଖକୁ ଡାକିଲୁ ପାଖରେ ବସିଲୁ ଓ ସାଥି
ପ୍ରେମରେ ଛୁଇଁଲୁ ପ୍ରେମରେ କହିଲୁ ଦିନ ରାତି
ଜାଣିନି କେମିତି ନିଜର ଲାଗିଲୁ ଏମିତି
ସ୍ୱପ୍ନରେ ସାମ୍ନାରେ ସବୁଠି ରହିଛୁ ତୁ ଯେମିତି
ଆଜିକାଲି ଏଇ ଆଖି ମୋର ତୋତେ ଖାଲି ଖୋଜୁଛି
ଖୋଜୁ ଖୋଜୁ କାଳେ ହଜିଯିବି ଭାରି ଡ଼ର ଲାଗୁଛି
ତୋତେ ଖୋଜେ ଦିନ ସାରା
सुन ज़रा, सुन ज़रा
सुन ज़रा, सुन ज़रा
When I need you all
Feel me at my soul
You're just an angel for me
Thats rare you are
I can feel the love
I can feel you
Its something never before, ହୋ
ଅଜଣା ଅତୀତ ଜାଣିବାକୁ ମୋର ଇଚ୍ଛା ନାହିଁ
ଏତିକି ଜାଣିଛି ଜିଇଁଛୁ ଖାଲି ତୁ ମୋ ପାଇଁ
ଏଇ ମୋ ଜୀବନେ ତୁ ତ ନଥିଲେ ମୁଁ ନାହିଁ
ତୋ ବିନା ଅନ୍ଧାର ଜୀବନରେ ମୋର କିଛି ନାହିଁ
ହଁ, କହିଦିଅ ଥରେ ମୋ ପ୍ରେମକୁ ରଖିବ ସାଇତି
ତୋ ପ୍ରେମ ଯେ ମୋ ପ୍ରେମ, ଭୁଲିବି କେମିତି?
ମିଳିଗଲା ମିଠା ସାହାରା
सुन ज़रा, सुन ज़रा
सुन ज़रा, सुन ज़रा
If you have any doubts Let me know. ConversionConversion EmoticonEmoticon